ବାପା ଓ ମା -- ଦୁନିଆଁ ର ଦୁଇଟି ଅଜବ ପ୍ରାଣୀ I ଛୁଆ ମାନଙ୍କୁ ଜନ୍ମ ଦେଇଦେଲେ ବାପା ଆଉ ମା ହେଇ ଯାଆନ୍ତିନାହିଁ I କିଛି ଲୋକ ଜନ୍ମ ନ ଦେଇକି ବି ବାପା ଆଉ ମା ହୋଇ ପାରନ୍ତି I ଆଉ ସେଇ ଦୁଇଟି ବର୍ଷା ତାଙ୍କ ଜୀବନର ଗତିପଥ ବଦଳେଇଦେଲା ସେଇ ବର୍ଷା ନେଇଗଲା ଯେତିକି ଦେଇଯାଇଥିଲା ଅନେକ କିଛି I ଆଜି ଏଇ ସ୍ୱାଧୀନତା ଦିବସରେ ମୋର ପ୍ରଥମ ଚେଷ୍ଠା ରହିବ ମୋ ମାଆର ସ୍ୱାଧୀନତା ମୁଁ ସେଥିପାଇଁ ମୋ ପରିବାର ସହ ଲଢ଼ିବି ଆଉ ଆପଣମାନଙ୍କ ସହଯୋଗ ବି ଲୋଡ଼ା ମୋ ମାଆକୁ ସ୍ୱାଧୀନତା ଦେବାରେ I ହେଲେ ତଥାପି ଚୋରାରେ ଅନେକ ବାଜେ ଜିନିଷ ଚାଇନାମେଡ଼ ମିଳୁଛି ଏଇ କାଲିତ ପେପର ରେ ପଢିଛି ନକଲି ଅଣ୍ଡା ଆଉ ଚାଉଳ କୁଆଡେ ଚାଇନା ମାର୍କେଟ ଛାଡ଼ିଛି ଆଉ ଭାରତରେ କେତେ ଲୋକ ଖାଇ ଅସୁସ୍ଥ ଏସବୁ ଶୁଣି ଭାରି ଡର ଲାଗୁଛି I

Odia I Wish...i Could Stories

କୌଣସି ବିଷୟ ନାହିଁ